ଇତିହାସ

ଓଡ଼ିଶାର ଇତିହାସ ଅତ୍ୟନ୍ତ ବ୍ୟାପକ ଏବଂ ବିବିଧତାରେ ପରିପୂର୍ଣ୍ଣ । ଏହାର ଐତିହାସିକ ଯାତ୍ରା, ସର୍ବପୁରାତନ ଜ୍ଞାତବ୍ୟ ଇତିହାସ ଖ୍ରୀଷ୍ଟପୂର୍ବ ୨୬୧ ର କଳିଙ୍ଗ ଯୁଦ୍ଧ ଠାରୁ ଆରମ୍ଭ ହୋଇ ଆଜିର ଆଧୁନିକ ଯୁଗର ରାଜନୈତିକ ଇତିହାସରେ ଶେଷ ହୁଏ । ଏହି ଦୁଇଟି ସମୟ ବ୍ୟବଧାନ ମଧ୍ୟରେ ଅଖଣ୍ଡ ଭାରତ ଓ ସ୍ୱାଧୀନ ଭାରତର ଇତିହାସରେ ମଧ୍ୟ ଓଡ଼ିଶାର ଭୂମିକାକୁ ଅଣଦେଖା କରାଯାଇପାରେନା । ଏଠାରେ ଆପଣମାନଙ୍କ ଅନୁସନ୍ଧିତ୍ସାର ତୃପ୍ତି ନିମନ୍ତେ ଓଡ଼ିଶାର ଇତିହାସ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିବୁ ।

କଳିଙ୍ଗ ରାଜ ପ୍ରଶସ୍ତି ଓ ସମ୍ରାଟ ଖାରବେଳ

ଓଡ୍ର/କଳିଙ୍ଗ/ଉତ୍କଳର ରାଜାମାନେ ନିଜର ବୀରତା ତଥା ସାହସିକତା ପାଇଁ ସୁପ୍ରସିଦ୍ଧ ଥିଲେ । ସେଥିପାଇଁ କୁହାଯାଇଛି ଯେ – “କଳିଙ୍ଗାଃ ସାହସିକାଃ ।” ଉତ୍କଳୀୟ ସୂର୍ଯ୍ୟ ବଂଶର ଗଜପତି ମହାରାଜାମାନଙ୍କ ଶୌର୍ଯ୍ୟାର୍ଜିତ ଉପାଧିରେ ସେମାନଙ୍କର ପ୍ରଶସ୍ତି, ଗୌରବ ତଥା ପରାକ୍ରମ ପ୍ରତିଫଳିତ ହୁଏ । ଯଥା – “ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର ଅଭିରାଏ ଭୁତ ଭୈରବ ଦୁଃସହ ଦୁଃଶାସନ ଅନିକରଣେ ରାଉତରାୟ ଅତୁଳବଳ ପରାକ୍ରମ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ବୀରାଧୀବୀରବର… read more »

ଲୁପ୍ତପ୍ରାୟ ବୋର୍ଣ୍ଣିଓ ହାତୀ ଓ ଉତ୍କଳୀୟ ନୌବାଣିଜ୍ୟ

ବୋର୍ଣ୍ଣିଓ ହାତୀ ବା ବୋର୍ଣ୍ଣିଓ ପିଗମି ହାତୀ (Elephas maximus borneensis) ହେଉଛି ଏସୀୟ ହାତୀ (Elephas maximus) ର ଏକ ଉପ-ପ୍ରଜାତି ଯାହାକି ଉତ୍ତର-ପୂର୍ବ ବୋର୍ଣ୍ଣିଓ, ଇଣ୍ଡୋନେସିଆ ତଥା ମାଲେସିଆରେ ଦେଖିବାକୁ ମିଳିଥାଏ । ଏହି ହାତୀ ପ୍ରଜାତିଟି (ନିମ୍ନ ପାର୍ଶ୍ବସ୍ଥ ଚିତ୍ରରେ ଦର୍ଶିତ) ହେଉଛି ଏସିଆର କ୍ଷୁଦ୍ରତମ ତଥା ଲୁପ୍ତପ୍ରାୟ ହାତୀ ପ୍ରଜାତି । ବର୍ତ୍ତମାନ ଏମାନଙ୍କର ସଂଖ୍ୟା ପ୍ରାୟ ୧୫୦୦ ମଧ୍ୟରେ ସୀମିତ । ତେବେ ଏହି ହାତୀ ପ୍ରଜାତିଟି ବୋର୍ଣ୍ଣିଓକୁ କିପରି… read more »

ହାତୀ ଗୁମ୍ଫା ଶିଳାଲେଖ (ଭାଗ-୫)

ଉଦୟଗିରିର ହାତୀଗୁମ୍ଫାରେ ୧୭ ଧାଡ଼ିର ଏକ ଶିଳାଲେଖ ଦେଖିବାକୁ ମିଳିଥାଏ ଯାହାକି ପାଲି ଭାଷାରେ ବର୍ଣ୍ଣିତ ତଥା ବ୍ରାହ୍ମୀ ଲିପିରେ ଖୋଦିତ । ଏହା ସିଧାସଳଖ ୬ ମାଇଲ ଦୂରରେ ଅବସ୍ଥିତ ଧଉଳି ଆଡ଼କୁ ମୁହଁ କରି ରହିଛି ଯେଉଁଠି ଅଶୋକଙ୍କ ଶିଳାଲେଖ ଦେଖିବାକୁ ମିଳିଥାଏ । ସାଙ୍କେତିକ ଭାବେ ଏହା ମଗଧ ସାମ୍ରାଜ୍ୟ ଉପରେ କଳିଙ୍ଗ ସାମ୍ରାଜ୍ୟର ପୁନଃସ୍ଥାପିତ ଶ୍ରେଷ୍ଠତ୍ୱକୁ ବୁଝାଇଥାଏ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଶୋକଙ୍କ ନେତୃତ୍ୱରେ ଏକଦା ମଗଧ ସୈନ୍ୟବାହିନୀ କଳିଙ୍ଗକୁ… read more »

ହାତୀ ଗୁମ୍ଫା ଶିଳାଲେଖ (ଭାଗ-୪)

ହାତୀ ଗୁମ୍ଫା ଶିଳାଲେଖ (ଭାଗ-୩)

ହାତୀ ଗୁମ୍ଫା ଶିଳାଲେଖ (ଭାଗ-୨)

ହାତୀ ଗୁମ୍ଫା ଶିଳାଲେଖ (ଭାଗ-୧)

ଏଇ ମାଟିର ବାରବାଟୀ (୪ର୍ଥ/ଅନ୍ତିମ ଭାଗ)

ଅସ୍ତମିତ ବାରବାଟୀ ସବୁ କାହାଣୀର ଅନ୍ତ ଥାଏ, ତାହା ଯେତେ ଗୌରବମୟ ହେଉ ନା କାହିଁକି । ସେହି ମର୍ମରେ ବାରବାଟୀର ଦେଦୀପ୍ୟମାନ ସୂର୍ଯ୍ୟ ମଧ୍ୟ ଏକଦା ଅସ୍ତମିତ ହୁଏ । ବାରବାଟୀର ଗୌରବମୟ କାହାଣୀର ଅନ୍ତିମ ଅଙ୍କ ଆରମ୍ଭ ହୁଏ ଯେତେବେଳେ ଏହା ମରହଟ୍ଟାଙ୍କ ଅଧିନସ୍ଥ ହୁଏ ଓ ଏହି ଅନ୍ତିମ ଅଙ୍କର ଯବନିକା ସେତେବେଳେ ପଡେ, ଯେତେବେଳେ ଏହା ବ୍ରିଟିଶ କର୍ତ୍ତୃତ୍ବାଧୀନ ହୁଏ । ୧୮୦୩ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ଏକ କ୍ଷୁଦ୍ର ସଂଗ୍ରାମରେ ମରହଟ୍ଟାଙ୍କ… read more »

ଏଇ ମାଟିର ବାରବାଟୀ (୩ୟ ଭାଗ)

ବାରବାଟୀର ରୂପରେଖ ଭାରତୀୟଙ୍କର ନିର୍ମାଣ ଶୈଳୀ ଓ ସ୍ଥାପତ୍ୟ କଳା ସମ୍ବନ୍ଧରେ ‘Bishop Heber’ ମତବ୍ୟକ୍ତ କରି କହିଛନ୍ତି ଯେ – “the Indians built like Titans and finished like jewellers.” ତେଣୁ ଯଦି ଆମେ ଉପରୋକ୍ତ ମନ୍ତବ୍ୟକୁ ଦୃଷ୍ଟିରେ ରଖିବା, ତେବେ ହୃଦୟଙ୍ଗମ କରିବା ଯେ – କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ପୁରୀର ଜଗନ୍ନାଥ ମନ୍ଦିର ପରି ବିଶାଳ ଅଥଚ ସୁକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ସ୍ଥାପତ୍ୟର ନିର୍ମାତା ଓଡ଼ିଶାର… read more »

ଏଇ ମାଟିର ବାରବାଟୀ (୨ୟ ଭାଗ)

ଉତ୍କଳର ଜୟଯାତ୍ରା ଓ ବାରବାଟୀ ଐତିହାସିକ ବାରବାଟୀ ଦୁର୍ଗ ଉତ୍କଳର ମହାରାଜାମାନଙ୍କର ରାଜତ୍ୱ କାଳରେ ଓଡ଼ିଶାର ସ୍ୱାଭିମାନର ପ୍ରତୀକ ରୂପେ ସଗର୍ବେ ଦଣ୍ଡାୟମାନ ଥିଲା । ଏହି ଦୁର୍ଗରୁ ହିଁ ମହାରାଜାମାନଙ୍କ ନେତୃତ୍ୱରେ ତତ୍କାଳୀନ ଉତ୍କଳର ବିବିଧ ଜୟଯାତ୍ରା ଗୁଡିକର ଶୁଭାରମ୍ଭ ହୋଇଥିଲା । ଯେତେବେଳେ ଦେଶର ବିଭିନ୍ନ ଅଞ୍ଚଳରେ ଯୁଦ୍ଧ ଲାଗିରହୁଥିଲା, ସେତେବେଳେ ବୀର ଓଡ଼ିଆ ପାଇକମାନେ ଏହି ବାରବାଟୀକୁ ଦେଖି ନିଜର ଗତିପଥ ତଥା ରଣନୀତି ମାନ ପ୍ରସ୍ତୁତ କରୁଥିଲେ । ତେଣୁ ଏହି… read more »

Sidebar