ନନ୍ଦନକାନନ

ନନ୍ଦନକାନନର ବିରଳ ଧଳା ବାଘ ଓ କଳା ବାଘ

କଥାରେ ଅଛି – “ବାଘ ନ ଦେଖିଲେ ବିରାଡ଼ି ଦେଖ” । କିନ୍ତୁ ଆପଣ ଯଦି ଓଡ଼ିଶା ପରିଭ୍ରମଣରେ ଆସିଛନ୍ତି, ତେବେ ବାଘର ବିକଳ୍ପ ବିରାଡ଼ି ନ ଦେଖି, ସିଧା ନନ୍ଦନକାନନକୁ ଯାଇ ବାଘ ନିଶ୍ଚିତ ଭାବେ ଦେଖନ୍ତୁ । ଆଜ୍ଞା ହଁ, ଆମ ନନ୍ଦନକାନନ ବିଭିନ୍ନ ପ୍ରକାରର ବାଘ ପାଇଁ ବିଶ୍ୱପ୍ରସିଦ୍ଧ । ଏହି ନନ୍ଦନକାନନ କଥା ଭାବିଲେ ପ୍ରଥମେ ଧଳା ବାଘ କଥା ମନ ମଧ୍ୟକୁ ଆସେ ଯେଉଁଥିପାଇଁ କି ଏହା ବିଶ୍ବପ୍ରସିଦ୍ଧ ।… read more »

କାହାଣୀ ‘ନନ୍ଦନକାନନ’ର

ନନ୍ଦନକାନନର ପ୍ରତିଷ୍ଠା ପଛରେ ଏକ ରୋଚକ କାହାଣୀ ରହିଛି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ନନ୍ଦନକାନନ ପ୍ରାଣୀଉଦ୍ୟାନର ପରିକଳ୍ପନା ପ୍ରଥମେ ଯୋଜନାବଦ୍ଧ ଭାବେ କରାଯାଇ ନଥିଲା । କେତେକ ବନ୍ୟପ୍ରାଣୀମାନଙ୍କୁ ସେମାନଙ୍କର ଅସ୍ଥାୟୀ ଆଶ୍ରୟସ୍ଥଳୀରୁ ନୂତନ ତଥା ସ୍ଥାୟୀ ନିବାସ କେନ୍ଦ୍ରକୁ ସ୍ଥାନାନ୍ତରଣ କରିବା ଉଦ୍ଦେଶ୍ୟରେ ଏହାର ସୃଷ୍ଟି କରାଯାଇଥିଲା । ୧୯୬୦ ମସିହାର ଘଟଣା । ନୂଆଦିଲ୍ଲୀରେ ବିଶ୍ୱ କୃଷି ମେଳା ଅନୁଷ୍ଠିତ ହେବାକୁ ଥାଏ ଓ ଏଥିନିମନ୍ତେ ସେଠାରେ ପ୍ରଦର୍ଶିତ ହେବାକୁ… read more »

Sidebar