ପ୍ରଫେସର୍ ତ୍ରିବିକ୍ରମ ପତି
ପ୍ରସିଦ୍ଧ ଇଲାହାବାଦ ବିଶ୍ବବିଦ୍ୟାଳୟର କୁଳପତି ପଦ ଅଳ˚କୃତ କରିଥିବା ପ୍ରଥମ ଓଡ଼ିଆ ହେଉଛନ୍ତି ପ୍ରଫେସର୍ ତ୍ରିବିକ୍ରମ ପତି। କଟକ ସହରରେ ଜନ୍ମ ହୋଇଥିବା ଏହି ଗଣିତ ବିଶାରଦଙ୍କ ଏକ ପରିଚୟ ହେଉଛି ସେ ‘ଉତ୍କଳମଣି’ ଗୋପବନ୍ଧୁଙ୍କ ନାତି। ଶୈଶବରୁ ସେ ଥିଲେ ଅତି ମେଧାବୀ। ମାତ୍ର ଚବିଶ ବର୍ଷ ବୟସରେ ଇଲାହାବାଦ ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ୍ ଇନ୍ ଫିଲୋସଫି ଉପାଧି ପାଇଥିଲେ। ପୁଣି ସେ ହେଉଛନ୍ତି ଡକ୍ଟର୍ ଅଫ୍ ସାଇନ୍ସ ଉପାଧି ଲାଭ କରିଥିବା ଏହି ବିଶ୍ବବିଦ୍ୟାଳୟର କନିଷ୍ଠତମ… read more »
