କଳିଙ୍ଗ ରାଜ ପ୍ରଶସ୍ତି ଓ ସମ୍ରାଟ ଖାରବେଳ
March 2, 2026
ଓଡ୍ର/କଳିଙ୍ଗ/ଉତ୍କଳର ରାଜାମାନେ ନିଜର ବୀରତା ତଥା ସାହସିକତା ପାଇଁ ସୁପ୍ରସିଦ୍ଧ ଥିଲେ । ସେଥିପାଇଁ କୁହାଯାଇଛି ଯେ – “କଳିଙ୍ଗାଃ ସାହସିକାଃ ।” ଉତ୍କଳୀୟ ସୂର୍ଯ୍ୟ ବଂଶର ଗଜପତି ମହାରାଜାମାନଙ୍କ ଶୌର୍ଯ୍ୟାର୍ଜିତ ଉପାଧିରେ ସେମାନଙ୍କର ପ୍ରଶସ୍ତି, ଗୌରବ ତଥା ପରାକ୍ରମ ପ୍ରତିଫଳିତ ହୁଏ । ଯଥା – “ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର ଅଭିରାଏ ଭୁତ ଭୈରବ ଦୁଃସହ ଦୁଃଶାସନ ଅନିକରଣେ ରାଉତରାୟ ଅତୁଳବଳ ପରାକ୍ରମ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ବୀରାଧୀବୀରବର… read more »
