ଶ୍ରୀକ୍ଷେତ୍ରରେ ଗଣେଶ ପୂଜା
ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଶ୍ରୀକ୍ଷେତ୍ରରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ହୋଇଥାଏ ଏବଂ ବିଭିନ୍ନ ସ୍ଥାନରେ ଗଣେଶଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଥାଏ । ପୁରୀର ଗଣେଶ ମୂର୍ତ୍ତିଙ୍କ ବିଶେଷତ୍ଵ ହେଉଛି, ପୂଜା ନିମିତ୍ତ ସମ୍ପୂର୍ଣ୍ଣ ଉତ୍କଳୀୟ ମୂର୍ତ୍ତିକଳାକୁ ଅନୁସରଣ କରି ବିଗ୍ରହ ସବୁର ନିର୍ମାଣ କରାଯାଇଥାଏ । କେତେକ ସ୍ଥାନରେ ଶ୍ରୀ ଗଣେଶ ଚତୁର୍ଭୁଜ ସୁରୂପରେ ପର୍ଶୁ, ଲଡ଼ୁ, ଭଗ୍ନ ଦନ୍ତ, ଜପାମାଳି ଧାରଣ କରି ଦଣ୍ଡାୟମାନ ପୂର୍ବକ ପୂଜା… read more »