ମନ୍ଦିର ରାନ୍ଧଣା ହେଉକି ବିଭିନ୍ନ ପର୍ବପର୍ବାଣିରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ହେଉ, ସାଦା କିମ୍ବା ଆମିଷ ରୋଷେଇ ହେଉକି ମିଠା ହେଉ, ଆପଣ ଯେଉଁଭଳି ଖାଦ୍ୟ ଚାହିଁବେ ଓଡ଼ିଶାରେ ସେଭଳି ଖାଦ୍ୟ ଆପଣଙ୍କୁ ମିଳିବ ଆପଣଙ୍କର ରସନାର ତୃପ୍ତି ସକାଶେ । ଏଠାରେ ଆପଣମାନଙ୍କୁ ସେହି ସବୁ ଖାଦ୍ୟ ସମ୍ବନ୍ଧରେ ସମ୍ୟକ ସୂଚନା ଦେବା ସହିତ ସେଗୁଡିକର ଫୋଟୋଚିତ୍ର ସହ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଅବଗତ କରାଇବୁ ।