ପ୍ରସିଦ୍ଧ ପୀଠ

ପୌରାଣିକ ଦୃଷ୍ଟିରୁ ତଥା ସାଧାରଣ ଜନତାଙ୍କ ଆସ୍ଥା ବା ବିଶ୍ୱାସ ଦୃଷ୍ଟିରୁ ଓଡ଼ିଶାରେ ଅନେକ ପ୍ରସିଦ୍ଧ ପୀଠ ମାନ ରହିଛି । ପ୍ରସିଦ୍ଧ ପୌରାଣିକ କ୍ଷେତ୍ର ଗୁଡିକ ଠାରୁ ଆରମ୍ଭ କରି ପ୍ରସିଦ୍ଧ ଶକ୍ତିପୀଠ ପର୍ଯ୍ୟନ୍ତ ତଥା ପବିତ୍ର ତୀର୍ଥ ସ୍ଥଳୀ ଗୁଡ଼ିକ ଠାରୁ ଆରମ୍ଭ କରି ପୂଜାର୍ଚ୍ଚନାର ପ୍ରସିଦ୍ଧ ପୀଠ ପର୍ଯ୍ୟନ୍ତ ଏ ସମସ୍ତ କ୍ଷେତ୍ର ସାଧାରଣ ଭକ୍ତଙ୍କର ମାନସ ପଟରେ ଗଭୀର ଛାପ ପକାଇଛି ଏସବୁ କ୍ଷେତ୍ର ସବୁକୁ ଦର୍ଶନ କରି ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ । ଏଠାରେ ଆପଣମାନେ ସେହି ସବୁ ପୂଣ୍ୟ କ୍ଷେତ୍ର ସମ୍ବନ୍ଧରେ ବିଶଦ ବିବରଣୀ ସହିତ ସେଠାରେ ପହଞ୍ଚିବା ପାଇଁ ଆବଶ୍ୟକୀୟ ତଥ୍ୟାବଳୀ ମାନ ପାଇପାରିବେ ।

Sidebar