ଏଇ ମାଟିର ବାରବାଟୀ (୧ମ ଭାଗ)
ବାରବାଟୀ ଦୁର୍ଗର ନିର୍ମାଣ ଉତ୍କଳର ଗୌରବମୟ ଇତିହାସର ମୂକସାକ୍ଷୀ ଐତିହାସିକ ବାରବାଟୀ ଦୁର୍ଗର ଇତିହାସ ତଥା ଅମର ଗାଥାକୁ ଆକଳନ କରିବା ନିମିତ୍ତ ସ୍ମୃତିକୁ ପୁନଃ ରୋମନ୍ଥନ କରିବାକୁ ହୁଏ । ତେବେ ଏହାର ବର୍ଣ୍ଣନା ବିନା ଏଇ ମାଟିର ଗୌରବର ଗାଥା ସତେ ଯେପରି ଅସମ୍ପୂର୍ଣ୍ଣ । ସେଥିପାଇଁ ତ କବିବର ରାଧାନାଥ ରାୟଙ୍କ ଭାଷାରେ – “ବାରବାଟୀ ଯହିଁ ମନସ୍ମୃତି ପୋତେ ବହିଯାଏ ପ୍ରତିଲୋମେ କାଳସ୍ରୋତେ । କାଳେ କାଳେ କେତେ ଦେଖି ଯେ… read more »
